ମୋଦି ଜାପାନରେ ଢ଼ୋଲ ବଜାଇ ପାକିସ୍ତାନରେ ଖାଇଛନ୍ତି ବିରିୟାନୀ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୫: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତାର ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ଏହି ମର୍ମରେ ପ୍ରିୟଙ୍କା କହିଛନ୍ତି ଯେ, ମୋଦି ନିଜ ଶାସନକାଳରେ କେବଳ ବିଦେଶ ଭ୍ରମଣ କରିଛନ୍ତି। ଜାପାନ ଗସ୍ତରେ ମୋଦି ସେଠାରେ ଢ଼ୋଲ ବଜାଇବା ସହିତ ପାକିସ୍ତାନ ଗସ୍ତରେ ବିରିୟାନୀ ଖାଇଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା। ଦେଶରେ ଚାଷୀଙ୍କ ସମସ୍ୟା ପ୍ରତି ମୋଦି ଉଦାସୀନ ରହିବା ଅତି ଦୁଃଖର କଥା ବୋଲି ପ୍ରିୟଙ୍କା କହିଛନ୍ତି।

Share