Categories: ଜାତୀୟ

ମୋଦି ପୁଣିଥରେ ଚୌକିଦାର

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏନଡିଏ ମେଣ୍ଟକୁ ମିଳିଥିବା ବହୁମତ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଚୌକିଦାର ହେବାର ପଥ ପରିଷ୍କାର ହୋଇଛି। ପ୍ରତିପକ୍ଷ କଂଗ୍ରେସ ଏବଂ ଅନ୍ୟ ଦଳ ବହୁ ପଛରେ ପଡ଼ିଯାଇଛନ୍ତି। ଭାଜପା ନିରଙ୍କୂଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସକ୍ଷମ ହୋଇଛି। ଏନେଇ ଭାଜପା କର୍ମୀଙ୍କ ମଧଓ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

Share