Categories: ଜାତୀୟ

ମୋଦି ସରକାର ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ରହିବେ : ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ନିଆରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ମୋଦି ସରକାର କେନ୍ଦ୍ରରେ କ୍ଷମତାରେ ରହିବେ। ସରକାର ଏଭଳି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଯାହାଦ୍ୱାରା ଭବିଷ୍ୟତରେ ତାଙ୍କୁ ହରାଇବା ଅସମ୍ଭବ ହେବ ବୋଲି ପ୍ରମୋଦ  ଭାଜପା  ସମ୍ମିଳନୀରେ କହିଛନ୍ତି। ତେବେ ପ୍ରମୋଦଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share