Categories: ଜାତୀୟ

ମୋଦି ସୁନାମୀରେ ଭାସିଗଲା ବିପକ୍ଷ ଦୁର୍ଗ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରେକର୍ଡ ସଂଖ୍ୟକ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ସଂଖ୍ୟକ ଆସନରେ ବିଜୟ ହେବା ସୁନାମୀରେ ବିପକ୍ଷଙ୍କ ଦୁର୍ଗ ଭାସି ଯାଇଥିବା କୁହାଯାଉଛି। ଭାଜପା ୩ଶହ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଏବଂ ଅନ୍ୟ ଦଳଙ୍କ ସ୍ଥିତି ଖରାପ ରହିଛି। ଭାଜପା ଏକା ଏକା ଶହ ଅଙ୍କ ପାର୍‌ କରିଛି।

Share