Categories: Video

ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଲା | My daughter’s soul now rests in peace

ନ୍ୟାୟ ପାଇଁ ଚାଲିଥିବା ଅପେକ୍ଷାର ଅନ୍ତ ଘଟିଲା ଓ ନିର୍ଭୟାଙ୍କୁ ଶେଷରେ ନ୍ୟାୟ ମିଳିଲା । ଏହି ନ୍ୟାୟ ଗୋଟିଏ କି ଦୁଇ ବର୍ଷର ନୁହଁ ବରଂ ୭ ବର୍ଷ ପରେ ମିଳିଲା । ପଟିଆଲା ହାଉସ କୋର୍ଟ ଜାରି କରିଥିବା ଏହି ଡେଥ ୱାରେଣ୍ଟ ଅନୁଯାୟୀ ଶେଷରେ ଆଜି ସକାଳ ୫.୩୦ରେ ତିହାର ଜେଲରେ ସମସ୍ତ ଚାରି ଦୋଷୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ଯାହାକୁ ନେଇ ନିର୍ଭୟାଙ୍କ ମା ବାପା ଖୁସି ବ୍ୟକ୍ତ କରିଛନ୍ତି ।

The long wait for justice to Nirbhaya finally came to an end Friday. The wait was long because it took seven years, three months and three days for the capital punishment being executed. According to the death warrant issued by Patiala House Court, all the four accused were hanged at 5.30am Friday. Nirbhaya’s parents said they were happy for the accused being hanged finally.