Categories: Video

ମୋ ବାପା… Happy Father’s Day

ମା, ବାପାଙ୍କ ହାତ ଧରି ଆମେ ଦୁନିଆ ଦେଖିଥାଉ । ମା ଜନ୍ମ ସିନା ଦେଇଥାନ୍ତି, ହେଲେ ବାପା ଦୁନିଆରେ ବାଟ ଚାଲିବା ଶିଖାଇଥାନ୍ତି । ପିଲାବେଳୁ ଯାହାଙ୍କୁ ଡରି ଖାଇବା ଠାରୁ ଆରମ୍ଭ କରି ପାଠ ପଢିବା ପର୍ଯ୍ୟନ୍ତ ସବୁକିଛି ଆମେ କରୁଥିଲେ, ମା ଫୋନ କରି ଯାହାଙ୍କ ନାଁ କହିଲେ ଆମେ ସାଙ୍ଗ ସାଥୀ ମସ୍ତି ସବୁକିଛି ଛାଡି ଘରକୁ ଚାଲି ଆସୁ । ଯାହାଙ୍କ ଡର ଆମକୁ ଭଲ ମଣିଷ ହେବାର ସୁଯୋଗ ଦେଇଛି, ସେ ହିଁ ଆମ ବାପା…