Categories: ବାଣିଜ୍ୟ

ଯାଜପୁରରୋଡରେ ଖୋଲିଲା ଗୋ-ଷ୍ଟେପ୍‌ ଶୋ’ରୁମ

ଭୁବନେଶ୍ୱର,୧-୭: ରାମ୍‌ଜୀ ଏଣ୍ଟରପ୍ରାଇଜେସର ଦ୍ୱିତୀୟ ଚେନ୍‌ ଷ୍ଟୋର ଗୋଷ୍ଟେପ୍‌ ଯାଜପୁର ରୋଡଠାରେ ଖୋଲିଛି। ଏଠାରେ ଗ୍ରାହକ ପ୍ରିମିୟମ ଫୁଟଓ୍ବେର ପ୍ରଡକ୍ଟ ଲାଭ କରିପାରିବେ। ମହିଳା,ପୁରୁଷ ଏବଂ ଶିଶୁଙ୍କ ବର୍ଗରେ ଏଠାରେ ପ୍ରଡକ୍ଟ ଉପଲବ୍ଧ। ଷ୍ଟୋରରେ ଗ୍ରାହକମାନେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବ୍ରାଣ୍ଡଗୁଡିକ ଲାଭ କରିପାରିବେ। ନାଇକ୍‌, ସ୍କେଚର୍ସ, ଲିବର୍ଟି, ଲିକୁପର, ରେଡ୍‌ଚିଫ୍‌, ଉଡ୍‌ଲ୍ୟାଣ୍ଡ, ଟ୍ରେସର, ଡ୍ୟୁକ୍‌,ହିଟ୍‌ଜ, ଆଇଡି ଭଳି ଅନ୍ୟ ପ୍ରମୁଖ ବ୍ରାଣ୍ଡର ପ୍ରଡକ୍ଟ ଏଠାରେ ରହିଛି। ରାଜ୍ୟର ପ୍ରମୁଖ ସହରରେ ଏଭଳି ଆଉ ୫ ଷ୍ଟୋର ଖୋଲିବା ନେଇ ଯୋଜନା ରହିଥିବା ରାମ୍‌ଜୀ ଏଣ୍ଟରପ୍ରାଇଜେସର ସ୍ବତ୍ତ୍ୱାଧିକାରୀ ସଞ୍ଚୟ ଲୋହିଆ ସୂଚନା ଦେଇଛନ୍ତି। ଗ୍ରାହକଙ୍କୁ ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟ ଯୋଗାଣ ଦିଗରେ ଚେଷ୍ଟା ଜାରି ରହିବ ବୋଲି ଶୋ’ରୁମ ଓନର ଶୈଳେଶ ତ୍ରିପାଠୀ କହିଛନ୍ତି।

Share