
ଭୁବନେଶ୍ୱର,୪।୪: ଯାତ୍ରା ଜଗତରେ ହଇଚଇ, ବ୍ୟାନ୍ ପରେ ମୁହଁ ଖୋଲିଲେ ହାସ୍ୟ ଅଭିନେତା ନରି ପଣ୍ଡା। ସେ କହିଛନ୍ତି, ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ନ୍ୟାୟ ନ ପାଇବା ଯାଏଁ ପାଉଡର୍ ଲଗାଇବି ନାହିଁ ବୋଲି ମଧ୍ୟ କହିଛନ୍ତି। କଳାକାର ସଂଘ ମୋ ସହ ଅଛି, ଆଗକୁ କଣ ହେବ ଅପେକ୍ଷା କରନ୍ତୁ।
ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ ଏବେ ନୂଆ ମୋଡ଼ ନେଇଛି। ହାସ୍ୟ ଅଭିନେତା ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍ କରାଯାଇଛି।