Categories: ବାଣିଜ୍ୟ

ଯାତ୍ରୀବାହୀ ଯାନ ବିକ୍ରିରେ ବୃହତ୍‌ ହ୍ରାସ

କରୋନା ପ୍ରଭାବରେ ଯାତ୍ରୀବାହୀ ଯାନ ବିକ୍ରି ବୃହିତ ପରିମାଣର ହ୍ରାସ ଘଟିଛି। ଏହାବାଦ ୨ ଚକିଆ ବିକ୍ରି ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି। ରିପୋର୍ଟ ମୁତାବକ ମାର୍ଚ୍ଚ ମାସରେ ହ୍ୟୁଣ୍ଡାଇର ଯାନ ବିକ୍ରିରେ ୪୭% ହ୍ରାସ ଘଟିଥିବା ସୂଚନା ରହିଛି। ମାରୁତି ସୁଜୁକିର ମାର୍ଚ୍ଚ ବିକ୍ରି ୪୭% କମିଥିବା ବେଳେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବିକ୍ରି ୮୮% ଖସିଯାଇଛି। ସେହିଭଳି ଟିଭିଏସ୍‌ ମୋଟର୍ସର ବିକ୍ରି ୫୫% ଖସିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share