Posted inଜାତୀୟ

ଯାଦୁ ଦେଖାଇବାକୁ ଯାଇ ଗଙ୍ଗାନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁକର

କୋଲକାତା, ୧୮।୬: ଗଙ୍ଗାନଦୀରେ ଦୁଃସାହସିକ ଯାଦୁ ଦେଖାଇବାକୁ ଯାଇ ଯାଦୁକର ଚଞ୍ଚଳ ଲହରୀଙ୍କ ମୃତ୍ୟୁ ଘଟିଛି। ଗତ ୩୦ ଘଣ୍ଟା ହେବ ନିଖୋଜ ଥିବା ଚଞ୍ଚଳଙ୍କୁ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି ପରେ ମଙ୍ଗଳବାର ଗଙ୍ଗାନଦୀ ଘାଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଚଞ୍ଚଳ ଦକ୍ଷିଣ ୨୪ ପ୍ରଗଣା ଜିଲା ସୋନାରପୁର ନିକଟ ସୁଭାଷ ଗ୍ରାମରେ ରହୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀ, ପୁଅ ଏବଂ ମା’ ଅଛନ୍ତି। ଯାଦୁଖେଳ ପ୍ରତି ତାଙ୍କର ରୁଚି ଥିଲା। କେତେବେଳେ ଆଖିରେ ପଟି ବାନ୍ଧି ଗାଡି ଚଲାଉଥିଲେ ତ ଆଉ କେତେବେଳେ ନଦୀରେ ହାତଗୋଡ଼ ବାନ୍ଧି ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ। କେବଳ ପଶ୍ଚିମବଙ୍ଗରେ ନୁହେଁ, ସାରା ଦେଶରେ ତାଙ୍କ ଦୁଃସାହସିକ ଯାଦୁ ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର: RO-ARO ପରୀକ୍ଷା ସ୍ଥଗିତ

ପ୍ରୟାଗରାଜ,୧୪।୧୧: ୟୁପି ଜନସେବା ଆୟୋଗ (ୟୁପିପିଏସ୍‌ସି) ଅଫିସ୍‌ ବାହାରେ ପ୍ରତିଯୋଗୀତା ମୂଳକ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଚାଲିଛି। ଆୟୋଗର ଅଧ୍ୟକ୍ଷ ସଞ୍ଜୟ ଶ୍ରୀନେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ...

ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଚେୟାର ତଳେ ବୋମା ଖଞ୍ଜିଦେଲେ ଛାତ୍ର: ଆଉ ତା’ପରେ…

ଚଣ୍ଡିଗଡ,୧୪।୧୧: ହରିୟାଣାର ଭିଓ୍ବାନୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବିଦ୍ୟାଳୟର ପିଲାମାନେ ୍ଏକ ବିପଜ୍ଜନକ କାର୍ଯ୍ୟ କରିଛନ୍ତି। ପିଲାମାନେ ସେମାନଙ୍କ...

ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ସିବିଏସଇ ସିଲାବସ୍‌ ହେବ ହ୍ରାସ

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆସନ୍ତା ୨୦୨୫ ବୋର୍ଡ ପରୀକ୍ଷା ପାଇଁ ଦଶମ ଏବଂ ଦ୍ୱାଦଶ ସିଲାବସରେ ୧୫% ପର୍ଯ୍ୟନ୍ତ ହ୍ରାସ କରିବାକୁ...

ମାଇଁ ଲଡ୍‌ ହ୍ବାଟ୍ସଆପ୍‌କୁ ବ୍ୟାନ୍‌ କରନ୍ତୁ, ସୁପ୍ରିମକୋର୍ଟରେ ଏହି ଆବେଦନ ପହଞ୍ଚିବା ପରେ ଜଜ୍‌ କଲେ ଏମିତି…

ନୂଆଦିଲ୍ଲୀ,୧୪ା୧୧: ସୁପ୍ରିମକୋର୍ଟଙ୍କଠାରୁ ହ୍ବାଟ୍ସଆପ୍‌କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟରେ ଏକ ପିଟିଶନ ଆସିଥିଲା। ଯେଉଁଥିରେ ହ୍ବାଟ୍ସଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଏହି...

କୋଚିଂ ସେଣ୍ଟରଗୁଡିକ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଏଣିକି ବିନା…

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କୋଚିଂ ସେଣ୍ଟର ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ତଥା ପ୍ରତାରଣାକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ...

ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା, ବାମ ଆଖିର ଅପରେଶନ କରିଦେଲେ ଡାକ୍ତର

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ ଡାକ୍ତରଙ୍କ ଅବହେଳାର ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡାକ୍ତରଖାନାରେ ବାମ ଆଖିର ଚିକିତ୍ସା କରାଇବାକୁ ଆସିଥିବା...

ଏଥର ବି ଫେଲ୍‌ ମାରିବ ‘ରାହୁଲ ବାବାଙ୍କ’ ବିମାନ: ବର୍ଷିଲେ ଅମିତ ଶାହା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ନେତା ସୋନିଆ ଗାନ୍ଧୀଙ୍କ ଉପରେ ଖୋଳତାଡ଼ କରି...

ପୁଣି ଭାଜପା ସହ ଯିବେ କି ଉଦ୍ଧବ ଠାକ୍‌ରେ: ନିର୍ବାଚନ ପୂର୍ବରୁ କହିଦେଲେ ମନର କଥା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା(ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେ ଭାଜପା ସହ ମେଣ୍ଟ ସମ୍ଭାବନା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri