ଯୋଗକରି ହୋଲିଖେଳିଲେ କାମାକ୍ଷାନଗର ଅଞ୍ଚଳବାସୀ

କାମାକ୍ଷାନଗର,୧୦।୩(ଡି.ଏନ୍‌.ଏ.): ଆଜି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଏହି ପର୍ବକୁ ଧମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କରୋନାର ଭୟରେ ଏକ ପ୍ରକାର ହୋଲି ଫିକା ପଡ଼ିଛି। ତେବେ କେତେକ ସ୍ଥାନରେ ହର୍ବାଲ ରଙ୍ଗର ବ୍ୟବହାର କରାଯାଇ ହୋଲି ପାଳନ ହେଉଛି। ତେବେ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ନିଆରା ଢଙ୍ଗରେ ହୋଲି ପାଳନ କରାଯାଇଛି। ଯୋଗକରି ଫୁଲ ଓ ପ୍ରାରମ୍ଭିକ ରଙ୍ଗରେ ହୋଲି ଖେଳିଛନ୍ତି ଅଞ୍ଚଳବାସୀ।

Share