ରଜ ପାଇଁ ୨ ଦିନ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରଜ ପର୍ବ ପାଇଁ ଜୁନ ୧୪ ଓ ୧୫ ତାରିଖ ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ। ରଜ ଉପଲକ୍ଷେ ସବୁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ଏ ନେଇ ଶୁକ୍ରବାର ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Share