ରନ୍ଧାଖାଦ୍ୟ ବାଣ୍ଟିଲା ବିଡେକା

ଭଞ୍ଜନଗର,୩୧।୩(ଡି.ଏନ.ଏ.)-ଭଞ୍ଜନଗର ଜଳସଚେନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ପକ୍ଷରୁ କିଛିଦିନ ହେଲା ସହରରେ ଅସହାୟ ଅବସ୍ଥାରେ ବୁଲୁଥିବା ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ଏନ୍‌ଏସି କର୍ମଚାରୀ ପରିଚାଳନା କରୁଛନ୍ତି।