ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୫ , ୨୦୨୦)

ରବିବାର ଭୁବନେଶ୍ୱର ବମିଖାଲ ରାସ୍ତାରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମି ରହିଛି

ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ

ଓଡିଶା ହାଇକୋର୍ଟ ପରିସରକୁ ସାନିଟାଇଜ କରାଯାଉଛି

ରଥଯାତ୍ରା ଶେଷ ହେବା ପରେ ରଥରୁ ସାରଥି ଓ ଚାରମାଳକୁ ଓହ୍ଳାଯାଉଛି