Advertisement
Categories: ଜାତୀୟ

ରବିବାର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାରଠାରୁ ଆରମ୍ଭ ହେବ। ଅଲ୍‌ ଇଣ୍ଡିଆ ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜିତ ହୋଇଥାଏ। ମୋଦିଙ୍କ ପ୍ରଥମ ଇନିଂସ୍‌ର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଫେବୃୟାରୀ ୨୪ରେ ପ୍ରସାରିତ ହୋଇଥିଲା। ମୋଦିଙ୍କ ପକ୍ଷରୁ ଏହି ଅଭିନବ ଉଦ୍ୟମ ୨୦୧୪ ଅକ୍ଟୋବର ୩ରୁ ଆରମ୍ଭ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share