ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକହୋମ୍‌,୯।୧୦: ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ନୋବେଲ ବିଜେତା ଏହି ୩ ବୈଜ୍ଞାନିକ ହେଲେ ଜନ୍‌ ବି. ଗୁଡଏନଫ, ଏମ୍‌, ଷ୍ଟନଲେ ଓ୍ବିଟିଙ୍ଗହାମ ଓ ଅକିରା ୟୋଶିନୋ। development of lithium-ion batteries ଉପରେ ଉଲ୍ଲେଖନୀୟ ଗବେଷଣା ପାଇଁ ଏହି ୩ ଜଣ ବୈଜ୍ଞାନିକଙ୍କୁ ୨୦୧୯ର ନୋବେଲ ପୁରସ୍କାର ମିଳିବ।

Share