Categories: Video

ରାଜଧାନୀରେ ମଦ ବେପାର

ରାଜ୍ୟରେ ଅନଲାଇନରେ ମଦର ହୋମ ଡେଲିଭରି ଲାଗି ସରକାର ଅନୁମତି ପ୍ରଦାନ କରିଥିଲେ । ହେଲେ କେତେକ ଦୋକାନୀ ଅନଲାଇନରେ ବୁକିଂ କରିବା ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ମଦ ଦୋକାନ ଆଗରେ ସାମାଜିକ ଦୂରତ୍ୱକୁ ଲୋକେ ଭୁଲି ଭିଡ ଲଗାଇଥିବା ଦେଖିବାକୁ ମିଳିଥିଲା ।