ରାଜନଗରରେ ଧ୍ରୁବ ଆଗରେ

ରାଜନଗର, ୨୩।୫ (ଡି.ଏନ୍‌.ଏ.)-ରାଜନଗର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଧ୍ରୁବ ଚରଣ ସହୁ ଆଗରେ ଅଛନ୍ତି। ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୧,୬୮୧ ଭୋଟ ପାଇଥିବା ବେଳେ ଧ୍ରୁବ ୧୭, ୬୨୪ ଭୋଟ ପାଇଛନ୍ତି।