ରାଜନଗରରେ ବିଜେଡି ୬୧୦୦ ଭୋଟରେ ଆଗୁଆ

ରାଜନଗର, ୨୩।୫ (ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କଠାରୁ ୬୧୦୦ ଭୋଟରେ ଆଗରେ ଅଛନ୍ତି।