Categories: ଖେଳ

ରାଜେଶ ମହାନ୍ତିଙ୍କୁ ୧୦ ଉଇକେଟ ସଫଳତା

ଭୁବନେଶ୍ୱର,୧୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଛତିଶଗଡ଼ ବିପକ୍ଷରେ ଖେଳାଯାଇଥିବା ରଣ୍‌ଜୀ ମ୍ୟାଚ୍‌କୁ ଓଡ଼ିଶା ଦଳ ଏକ ଇନିଂସ ଓ ୩ ରନ୍‌ରେ ଜିତି ନେଇଛି। ବିଜୟୀ ଦଳ ପାଇଁ ପେସର ରାଜେଶ ମହାନ୍ତି ୧୦ ଉଇକେଟ ସଫଳତା ପାଇଛନ୍ତି। ସେ ପ୍ରଥମ ଇନିଂସରେ ୧୮ ଓଭର ବୋଲିଂ କରି ୪୭ ରନ୍‌ ଦେଇ ୭ ମେଡେନ ସହ ୬ ଉଇକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ ୧୧.୪ ଓଭର ବୋଲିଂ କରି ୧୯ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଥିଲେ।

Share