Categories: ରାଜ୍ୟ

CORONAVIRUS UPDATE: ରାଜ୍ୟରେ ଆଉ ୭କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା ୧୧୮

ଭୁବନେଶ୍ୱର,୨୮।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ଏମାନେ ଭଦ୍ରକ ଓ ସୁନ୍ଦରଗଡ ଜିଲାର ବୋଲି ସୂଚନା ମିଳିଛି।

Share