ପ୍ରଥମେ ନିଜାମୁଦ୍ଦିନ ପରେ କୋଲକତାରୁ ଆସୁଥିବା ପ୍ରବାସୀ ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଥିବା ବେଳେ ଏବେ ସୁରଟ ଫେରନ୍ତା ପାଲଟିଛନ୍ତି ମୁଣ୍ଡବିନ୍ଧାର କାରଣ ।ଗୁରୁବାର ରାଜ୍ୟରେ ଆଉ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ ରେ ପହଞ୍ଚିଛି ।