Categories: ଜାତୀୟ

ରାଜ୍ୟସଭାରୁ ଇସ୍ତଫା ଦେଲେ ରବି ଶଙ୍କର

ନୂଆଦିଲ୍ଲୀ, ୨୯।୫: ବିହାରର ପାଟିନ ସାହିବ ଲୋକ ସଭା ଆସନରୁ ବିଜୟ ହାସଲ କରିବା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ। ମୋଦିଙ୍କ ପ୍ରଥମ ପାଳିରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଥିବା ରବି ଶଙ୍କର ପ୍ରସାଦ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କୁ ପରାସ୍ତ କରିଥିଲେ।

Share