Categories: Video

ରାଜ୍ୟ ବଜେଟ ୨୦୨୦-୨୧ I Odisha Budget 2020-21

ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ । ଏଥର ବହି ବଦଳରେ ପେନ ଡ୍ରାଇଭ ଜରିଆରେ ଆଇପ୍ୟାଡରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ପାଇଁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୪ହଜାର ୩ଶହ କୋଟି ଟଙ୍କା ଏବଂ ଋଣ ଅନ୍ୟାନ୍ୟ ବାବଦରୁ ମିଳିଥିବା ୨୫ହଜାର ୭ଶହ କୋଟି ଟଙ୍କାରୁ ଭରଣ କରାଯିବ ବୋଲି ଆକଳନ କରାଯାଇଛି ।

Odisha’s Finance Minister Niranjan Pujari Tuesday presented the state Budget pegged at Rs 1.5 lakh crore for financial year 2020-21. While the state plans to raise Rs 1,24,300 crore from various avenues including tax and grants, it plans to borrow Rs 25,700 crore from open markets. Odisha became the second state to present a paperless Budget.