Categories: ଜାତୀୟ

ରାଜ୍ୟ ସଭାରେ ତିନି ତଲାକ୍‌ ତାତି: ଜେଡିୟୁ କଲା ଗୃହତ୍ୟାଗ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ମଙ୍ଗଳବାର ତିନି ତଲାକ୍‌ ବିଲ୍‌ ଉପରେ ତର୍କ ବିତର୍କ ଜାରି ରହିଛି। ଏହାକୁ ବିରୋଧ କରି ଜେଡିୟୁ ସଦସ୍ୟ ଗୃହତ୍ୟାଗ କରିଛନ୍ତି। ଜେଡିୟୁର ବଶିଷ୍ଠ ନାରାୟଣ ସିଂ ଏହି ବିଲ୍‌ ସପକ୍ଷରେ ଜେଡିୟୁ ନ ଥିବା କହିଛନ୍ତି। ପ୍ରତି ରାଜନୈତିକ ଦଳର ନିଜସ୍ବ ବିଚାରଧାରା ରହିଛି। ଏହା ଅନ୍ତର୍ଗତ ଦଳ କାର୍ଯ୍ୟ କରିଥାଏ। ତେଣୁ ତାଙ୍କ ଦଳ ଏହି ବିଲ୍‌ ଉପରେ ନିଷ୍ପତ୍ତି ନେବାକୁ ସ୍ବତନ୍ତ୍ର ବୋଲି ସେ କହିଛନ୍ତି।

Share