Categories: ଜାତୀୟ

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଲେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୮।୭: ଗୁଜରାଟରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଜୟଶଙ୍କର ଓ ଦଳର ଆନ୍ୟଜଣେ ସହଯୋଗୀ ଯୁଗଳ ଜି ଠାକୁର ଗୁଜରାଟର ୨ଟି ରାଜ୍ୟ ସଭା ଆସନ ଲାଗି ବିଜୟି ଘୋଷିତ ହୋଇଥିଲେ।

Share