ରାଣୀ ଏଲିଜାବେଥ୍‌ଙ୍କୁ ୯୩

ଲଣ୍ଡନ,୨୨ା୪: ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରବିବାର ୯୩ ବର୍ଷରେ ପଦାର୍ପଣ କରିଛନ୍ତି। ପଶ୍ଚିମ ଲଣ୍ଡନର ସେଣ୍ଟ୍‌ ଜର୍ଜ ଚାପେଲରେ ରାଜ ପରିବାର ସଦସ୍ୟମାନଙ୍କ ଗହଣରେ ରାଣୀ ଜନ୍ମଦିନ ଓ ଇଷ୍ଟର ପର୍ବ ପାଳନ କରିଥିଲେ। ପ୍ରତିବର୍ଷ ରାଣୀଙ୍କର ଦୁଇଟି ଜନ୍ମଦିନ ପାଳନ କରାଯାଇଥାଏ।

Share