Categories: Video

ରାମାୟଣ ଓ ମହାଭାରତ ପରେ ଦୂରଦର୍ଶନକୁ ଫେରିବ ଶୀକୃଷ୍ଣ ।

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା ଲକଡାଉନରେ କରିନା କପୁର କଣ କରୁଛନ୍ତି । କରୋନାକୁ ନେଇ ଅଜୟ ଦେବଗନଙ୍କର କେଉଁ ଗୀତ ଦର୍ଶକଙ୍କୁ ଆସୁଛି ପସନ୍ଦ । କରୋନାକୁ ନେଇ ରିଲିଜ ହେଲା ବିଶ୍ବର ପ୍ରଥମ ଫିଲ୍ମ । କାହିଁକି ମୁମ୍ବାଇ ପୋଲିସ ରିଲିଜ କଲା ଆଲିଆ ଭଟ୍ଟଙ୍କ ଗଲିବୟର ପୋଷ୍ଟର ଏବଂ ଶେଷରେ ଦେଖିବା ରାମାୟଣ ମହାଭାରତ ପରେ କେଉଁ ସିରିଏଲ ଆସୁଛି ଦର୍ଶକଙ୍କୁ ମନରଞ୍ଜନ କରିବା ଲାଗି ।