ଗୁରୁଶୈାରୀ ସଂଯୋଗ କର୍ମଭାବସ୍ଥ କାରଣରୁ ବନ୍ଧୁଙ୍କ ପ୍ରାୟୋଜିତ କୈାଣସି ନୂତନ କାମରେ ମନଦେବା ପାଇଁ ମନସ୍ଥ କରିବେ। ଅନ୍ୟମାନଙ୍କ ସାହାଯ୍ୟ,ସହଯୋଗ କାରଣରୁ ସମସ୍ୟା ଥିବା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।