Categories: ଖେଳ

ରାହୁଲ ୫୦: ୩ ଛକା , ୩ ଚୌକା

ବିଶାଖାପାଟଣା,୧୮।୧୨- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ୫୪ ବଲ ଖେଳି ଅପରାଜିତ ୫୩ ରନ୍‌ କରି ଖେଳୁଛନ୍ତି। ତାଙ୍କ ଇନିଂସରେ ୩ ଲେଖାଏ ଛକା ଓ ଚୌକା ରହିଛି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫ମ ଅର୍ଦ୍ଧଶତକ। ଉପ ଅଧିନାୟକ ରୋହିତ ଶର୍ମା(୪୦) ଓ ରାହୁଲ ପ୍ରଥମ ଉଇକେଟ ପାଇଁ ୧୮ ଓଭରରେ ୯୫ ରନ୍‌ କରି ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଛନ୍ତି।

Share