ରୁଷିଆ ସେନା ପାଇଁ ଲଢ଼ୁଥିବା ୬ ନେପାଳୀ ଯବାନ ନିହତ

କାଠମାଣ୍ଡୁ,୪ା୧୨(ପି.ଟି.): ୟୁକ୍ରେନ ବିରୋଧରେ ରୁଷିଆ ସେନାରେ ଲଢ଼ୁଥିବା ୬ ନେପାଳୀ ସୈନ୍ୟ ନିହତ ହୋଇଥିବା ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ସେନାରେ ନେପାଳୀଙ୍କୁ ନିଯୁକ୍ତି ନ ଦେବାକୁ ନେପାଳ ବର୍ହିବ୍ୟାାର ମନ୍ତ୍ରଣାଳୟ ମସ୍କୋକୁ କହିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ନେପାଳୀ ସୈନ୍ୟଙ୍କ ମୃତଦେହ ଫେରାଇ ଦେବାକୁ ମନ୍ତ୍ରଣାଳୟ ରୁଷିଆକୁ ନିବେଦନ କରିଛି।

Share