Advertisement

ରେଡ୍‌ କଷ୍ଟ୍ୟୁମରେ ମନ କିଣିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କେଫ୍‌ ଏବେ ଖୁବ୍‌ ଚର୍ଚ୍ଚାରେ କାହିଁକି ନାଁ ସେ ଏବେ ବେଶ୍‌ ବ୍ୟସ୍ତ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ। ନିକଟରେ ସେ ମୁମ୍ବାଇରେ ଏକ ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରେଡ୍‌ ଓ ବେବି ପିଙ୍କ୍‌ କଲର ଡ୍ରେସ୍‌ରେ ସେ ଲାଗୁଥିଲେ ଖୁବ୍‌ ହଟ୍‌। ତେବେ କ୍ୟାଟ୍ରିନାଙ୍କ ଏହି ଗ୍ଲାମରସ୍‌ ଲୁକ୍‌ ଏବେ ଦିଓ୍ବାନା କରିଛି ୟଙ୍ଗଷ୍ଟରଙ୍କୁ। ଆସନ୍ତା ଜୁନ୍‌ ୫ରେ ‘ଭାରତ’ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି କ୍ୟାଟଙ୍କ ସହ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share