Categories: Video

ଲକଡାଉନରେ କ’ଣ କରୁଛନ୍ତି କୋହଲି

ସ୍ପୋଷ୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା ଲକଡାଉନ ସମୟରେ କେମିତି ସମୟ ବିତାଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । IPL ଆଯୋଜନ ଲାଗି BCCIକୁ କିଏ ପ୍ରସ୍ତାବ ଦେଇଛି । କାହିଁକି ଓ କେଉଁ ପରିସ୍ଥିତିରେ କ୍ବାରାଣ୍ଟାଇନରେ ରହିବାକୁ ଭାରତୀୟ ଟିମ୍ ପ୍ରସ୍ତୁତ ବୋଲି କୁହାଯାଉଛି । ଲକଡାଉନରେ ଧୋନିଙ୍କ ନ୍ୟୁ ଲୁକ୍ କଣ ରହିଛି ଓ ସେ ଏହି ସମୟରେ କେମିତି ସମୟ ବିତାଉଛନ୍ତି ଏବଂ ଶେଷରେ ଦେଖିବା କ୍ରିକେଟକୁ ନେଇ ବଲିଉଡରେ କେଉଁ ସବୁ ଫିଲ୍ମ ତିଆରି ହୋଇଛି ।