Categories: Video

ଲକଡାଉନରେ ଘରେ ଇଦ୍ ପାଳନ

ଆଜି ପବିତ୍ର ଇଦ୍ ଉଲ୍ ଫିତର । ଇସଲାମ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ଉଲ୍ଲାସର ସହ ପାଳନ ହେଉଛି ଇଦ୍। ଲକଡାଉନ ପାଇଁ ଏଥର ମସଜିଦ୍‌ରେ ସମୁହ ନମାଜ ପାଠ ବନ୍ଦ କରାଯାଇଥିବାରୁ ମୁସଲିମ ଭାଇଭଉଣୀମାନେ ଘରେ ରହି ଇଦ୍ ପାଳନ କରୁଛନ୍ତି।