ଲକଡାଉନରେ ଘରେ ରହି ଆପଣ ବୋର ହେଉଛନ୍ତି କି । ବିଲକୁଲ ବୋର ହୁଅନ୍ତୁ ନାହିଁ, ଘରେ ରହି ସ୍ୱାଦିଷ୍ଟ ଚିଲି ଚିକେନ୍ ପ୍ରସ୍ତୁତ କରନ୍ତୁ । ଘରେ ରହି ରୋଷେଇ କରିବା ସହ ଡ୍ୟାନ୍ସ, ସଙ୍ଗୀତ ଶିଖନ୍ତୁ । ଏବଂ ଆମକୁ ଭିଡ଼ିଓ ପଠାନ୍ତୁ । ଯାହାକୁ ଆମେ ଧରିତ୍ରୀ ଲାଇଭରେ ପ୍ରକାଶିତ କରିବୁ ।