ଲକଡାଉନରେ ଆପଣ ଘରେ ବୋର ହେଉଛନ୍ତି କି । ତେବେ ଜମା ବୋର ହୁଅନ୍ତୁ ନାହିଁ । ଘରେ ରହିବ ବିଭିନ୍ନ ସ୍ୱାଦିଷ୍ଟ ଖାଇବା ଜିନିଷ ପ୍ରସ୍ତୁତ କରନ୍ତୁ ଏବଂ ଆମକୁ ପଠାନ୍ତୁ । ସେହି ଭିଡ଼ିଓକୁ ଆମେ ଧରିତ୍ରୀ ଲାଇଭରେ ପ୍ରକାଶିତ କରିବୁ । ତେବେ ଘରେ ରହି ପ୍ରସ୍ତୁତ କରନ୍ତୁ ଗୋଲଡେନ୍ ଚିକେନ୍ ।