Categories: Video

ଲକଡାଉନରେ ପ୍ରବାସୀ ଓଡିଆ

ସାରାବିଶ୍ବ ଏବେ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ନିଜ ଦେଶଠୁ ଦୂରରେ ରହୁଥିବା କିଛି ପ୍ରବାସୀ ଓଡିଆ କରୋନା ସହ ଲଢେଇ ଲାଗି ପରାମର୍ଶ ଦେଇଛନ୍ତି । ଆସନ୍ତୁ ଶୁଣିବା ସେମାନେ କଣ କହୁଛନ୍ତି ।