Categories: Video

ଲକଡାଉନରେ ରାତିର ରାଜଧାନୀ | Desolate Bhubaneswar amid night curfew

ଲକଡାଉନ ୩.୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନବାହାରିବାକୁ ଲୋକମାନଙ୍କୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ କିଭଳି ରହିଛି ଦୃଶ୍ୟ ଦେଖନ୍ତୁ ଏହି ଭିଡ଼ିଓରେ …