ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରିଛନ୍ତି ମହିଳା । ଲକଡାଉନ ପାଇଁ ମନ୍ଦିରରେ କଟକଣା ଲଗାଯାଇଥିବାରୁ ମହିଳା ମାନେ ଘରେ ପୂଜାର୍ଚ୍ଚନା କରିଛନ୍ତି ।