Categories: Video

ଲକଡାଉନ୍ ୪.୦ ରେ ଏହିସବୁ ନିୟମ କୋହଳ

ସାରା ଦେଶରେ ଆରମ୍ଭ ହୋଇଛି ଲକଡାଉନ୍ ୪.୦ । ଏହା ଆସନ୍ତା ମେ ୩୧ ଯାଏ ବଢାଇଦିଆଯାଇଛି । ତେବେ ସରକାର ଯେଉଁ ୪.୦ ର ଗାଇଡଲାଇନ ଆଣିଛନ୍ତି ସେଥିରେ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି , କେଉଁଥିରେ ନିୟମରେ କୋହଳ କରାଯାଇଛି ଆଉ କେଉଁ ନିୟମ ପୂର୍ବପରି ରହିଛି ଆସନ୍ତୁ ଦେଖିବା ଏହି ଭିଡିଓରେ ।