Categories: Video

ଲକଡାଉନ ପରଠୁ ଆମେ ବହୁତ କଷ୍ଟରେ ଚଲୁଛୁ | This is how lockdown affects Salia Sahi residents

କରୋନା କୋଭି଼ଡ-୧୯ର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶ ଏବେ ୨୧ଦିନ ଲାଗି ଲକଡାଉନ୍ । ଏହାପରେ ସମସ୍ତେ ନିଜ ଘରେ ରହୁଛନ୍ତି । ଏହାରି ଭିତରେ ଆମେ ଆସି ପହଞ୍ଚିଛୁ ସାଲିଆ ସାହିରେ । ଆସନ୍ତୁ ଦେଖିବା ଏଠାରେ ରହୁଥିବା ଲୋକମାନେ ଲକଡାଉନ ସମୟରେ କେମିତି ରହୁଛନ୍ତି ।

 

The entire country has been locked down for 21 days amid rising cases of COVID-19 infections. People have been barred from venturing outside unless for collecting essentials. Meanwhile, we went to Salia Sahi slum of Bhubaneswar to see how life has changed for its residents amid the restrictions.