ଲକ୍‌ଡ଼ାଉନ୍‌ ଯୋଗଁ ତରଭୁଜ ଚାଷରେ ବ୍ୟାପକ କ୍ଷତି

ଦେବଗଡ଼,୩୧ା୩(ଡି.ଏନ୍‌.ଏ.)- ଲକଡ଼ାଉନ୍‌ କଟକଣା ଯୋଗୁ ଦେବଗଡ଼ ଜିଲାରେ ତରଭୁଜ ଚାଷରେ ବ୍ୟାପକ କ୍ଷତି ଘଟିଛି । ଗାଡିମୋଟର ଚଳାଚଳ କରୁ ନ ଥିବାରୁ ବେପାରୀ ତରଭୁଜ ନେବାକୁ ଆସି ନ ପାରିବାରୁ ଏହା ଖେତରେ ନଷ୍ଟ ହେବାକୁ ବସିଲାଣି । ଏହି ସ୍ଥିତିରେ ବ୍ୟାଙ୍କ ଓ ଘରୋଇ ସୂତ୍ରରୁ ଆଣିଥିବା ଋଣ ଚାଷୀ କିପରି ପରିଶୋଧ କରିବେ ସେହି ଚିନ୍ତାରେ ପଡି ଯାଇଛନ୍ତି।

Share