ଲକଡାଉନରେ ଆପଣ ଘରେ ରହି ବୋର ହେଉଛନ୍ତି କି । ଜମା ବି ବୋର ହୁଅନ୍ତୁ ନାହିଁ । ଘରେ ରହି ରୋଷେଇ କରିବା ସହ ଡ୍ୟାନ୍ସ, ସଙ୍ଗିତ ଓ ଗିଟାର ବଜାଇବା ଶିଖନ୍ତୁ । ଏବଂ ଆମକୁ ଭିଡ଼ିଓ ପଠାନ୍ତୁ । ଯାହାକୁ ଆମେ ଧରିତ୍ରୀ ଲାଇଭରେ ପ୍ରକାଶିତ କରିବୁ ।