ଲଗାଣ ବର୍ଷା: ସ୍କୁଲ ଓ ଅଙ୍ଗନବାଡି ଛୁଟି

ଭଦ୍ରକ ଅଫିସ,୨୪।୧୦: ରାଜ୍ୟରେ ଲାଗାଣ ବର୍ଷI ଯୋଗୁ ଗୁରୁବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି I

Share