ଅନୁଗୋଳ ଅଫିସ, ୨୮।୬: ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଟାପଢ଼ୋଲ ଫାଣ୍ଡି ଅଧିକାରୀ(ଆଇଏଏସ୍) ଗଜେନ୍ଦ୍ର ବେହେରା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗଜେନ୍ଦ୍ର ଏକ ଏକ ମାର୍ପିଟ ମାମଲାର ରଫାଦଫା ପାଇଁ ଜଗନ୍ନାଥ ବେହେରାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।