Categories: ଜାତୀୟ

ଲିଭ୍‌ ଇନ୍‌ରେ ରହୁଥିବା ମହିଳା ଅଧିକ ଦୁଃଖି: ସର୍ଭେ ରିପୋର୍ଟ ଲୋକାର୍ପଣ କରିବେ ଆର୍‌ଏସ୍‌ଏସ୍‌ ପ୍ରମୁଖ

ନୂଆଦିଲ୍ଲୀ,୨୨।୯: ସମ୍ପ୍ରତି ଦେଶରେ ଲିଭ୍‌ ଇନ୍‌ରେ ରହିବା ମହିଳା ପୁରୁଷଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଭଳି ସମ୍ପର୍କରେ ରହୁଥିବା ମହିଳା ଅଧିକ ଦୁଃଖୀ। ଏନେଇ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ୍‌ ମଙ୍ଗଳବାର ଏକ ସର୍ଭେ ରିପୋର୍ଟ ଲୋକାର୍ପଣ କରିବେ। ବିବାହିତା ମହିଳା ଅଧିକ ସୁଖୀ ବୋଲି ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ପୁଣେର ସର୍ଭେ ସଂସ୍ଥା ଦୃଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର ପକ୍ଷରୁ ଦାବି କରାଯାଇଛି। ଏହି ସଂସ୍ଥା ଆର୍‌ଏସ୍‌ଏସ୍‌ ସହିତ ଜଡ଼ିତ ରହିଥିବା କୁହାଯାଉଛି।

Share