Categories: Video

ଶଟଡାଉନରେ ପହିଲି ରଜ

ଆଜି ହେଉଛି ପହିଲି ରଜ । ରଜକୁ ନେଇ ସମସ୍ତଙ୍କ ମନରେ କେତେ କଣ ଉତ୍ସାହ । ତେବେ ଏଥର ରଜରେ ନାହିଁ ସେହି ମଉଜ । ଦେଖିବାକୁ ମିଳୁନି ଘରେ ଘରେ ପିଠା ମିଠାର ଆସର । ଗାଁ ଦାଣ୍ଡରେ ଜମୁନି କବାଡି କି ତାସ ଖେଳ । ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ଆଜି ୧୧ଟି ଜିଲାରେ ଶଟଡାଉନ । ଏହାରି ଭିତରେ ରାଜଧାନୀରେ କେମିତି ରହିଛି ରଜର ମହୋଲ ଆସନ୍ତୁ ଦେଖିବା..