Categories: Video

ଶଟ୍‌ଡାଉନ୍ କଟକଣାରେ ପୁରୀ

ପୁରୀରେ ରଥଯାତ୍ରା ହେବ କିନ୍ତୁ ସାମାଜିକ ଦୂରତା କୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁରୀକୁ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି । ରଥଯାତ୍ରା ହେବା ପାଇଁ ଅନୁମତି ମିଳିବା ପରେ ପୁରୀରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।