Categories: Video

ଶଟ୍‌ଡାଉନ୍ ଗ୍ରାଉଣ୍ଡ ଜିରୋ ରିପୋର୍ଟ

କରୋନା ସଂକ୍ରମଣରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ ଲାଗୁ ହୋଇଛି । ତେବେ ରାଜଧାନୀ ଭୁବନେଶ୍ୱରରେ କିଭଳି ରହିଛି ଶଟ୍‌ଡାଉନ୍ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲା ଧରିତ୍ରୀ ଲାଇଭ୍ ଟିମ୍ । ଦେଖନ୍ତୁ ଭିଡ଼ିଓ…