Categories: ଜାତୀୟ

ଶପଥ ଗ୍ରହଣ କଲେ ଜଗନ ମୋହନଙ୍କ କ୍ୟାବିନେଟର ୨୫ ଜଣ ବିଧାୟକ

ଅମରାବତୀ,୮।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ବେଳେ ତାଙ୍କ କ୍ୟାବିନେଟର ୨୫ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭାରେ ଏକ ସାଧାରଣ ଉତ୍ସବରେ ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂମହା ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ମଧ୍ୟ ଉପସ୍ଥିତ ଥିଲେ।

Share